ଶ୍ରୀମନ୍ଦିରରେ ବିଜୟା ଦଶମୀ ନୀତି, ସୁନା ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ETVBHARAT 2025-10-02

Views 4

ପୁରୀ ଶ୍ରୀମନ୍ଦିରରେ ଆଜି ପବିତ୍ର ଦଶହରା ତଥା ବିଜୟାଦଶମୀ ନୀତି । ଏହି ଅବସରରେ ଶ୍ରୀଜୀଉ ସୁନାବେଶ ତଥା ରାଜରାଜଶ୍ୱେର ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ।

Share This Video


Download

  
Report form
RELATED VIDEOS