ଡିଜିଟାଲ ହେବ ଜଗନ୍ନାଥ ସଂସ୍କୃତି; ମାଦଳା ପାଞ୍ଜି, ଶ୍ରୀମନ୍ଦିର ନୀତିକାନ୍ତି ଉପରେ ଗବେଷଣା ପାଇଁ ପ୍ରତିଷ୍ଠା ହେବ ଇ-ଲାଇବ୍ରେରୀ 'ଜ୍ଞାନ ଯଜ୍ଞ ମଣ୍ଡପ'

ETVBHARAT 2025-10-04

Views 5

ଜଗନ୍ନାଥ ସଂସ୍କୃତି ଉପରେ ଗବେଷଣା ପାଇଁ ପ୍ରତିଷ୍ଠା ହେବ ଇ-ଲାଇବ୍ରେରୀ । ଶ୍ରୀଜଗନ୍ନାଥ ମନ୍ଦିରର କାଳଜୟୀ ଐତିହ୍ୟକୁ ସୁରକ୍ଷିତ ରଖିବା ଲକ୍ଷ୍ୟ କହିଲେ ଅରବିନ୍ଦ ପାଢୀ ।

Share This Video


Download

  
Report form
RELATED VIDEOS