ପ୍ରକାଶ ପାଇଲା ନୂଆପଡ଼ା ଉପନିର୍ବାଚନ ବିଜ୍ଞପ୍ତି; ଆଜିଠୁ ନାମାଙ୍କନ ଦାଖଲ, 8 ବୁଥ ପାଇଁ ହେଲିକପ୍ଟର ବ୍ୟବସ୍ଥା

ETVBHARAT 2025-10-13

Views 16

ଆଜିଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଅକ୍ଟୋବର 20 ଶେଷ ତାରିଖ । 358 ଗୋଟି ମତଦାନ କେନ୍ଦ୍ରରେ ଭୋଟିଂ ନେଇ ସ୍ଥିର କରିଛି ଜିଲ୍ଲା ପ୍ରଶାସନ।

Share This Video


Download

  
Report form
RELATED VIDEOS