ଆମ ସୁବାହକ ଯୋଜନା: ଲୋନରେ କାର କିଣିବେ ମହିଳା, ସୁଧ ସୁଝିବେ ଓଡ଼ିଶା ସରକାର

ETVBHARAT 2025-10-15

Views 3

1100 ଜଣ ମହିଳାଙ୍କୁ କାର କିଣିବାକୁ 10 ଲକ୍ଷ ଋଣ ଦେବେ ସରକାର । ଋଣ ସୁଝିବାକୁ ରିହାତି ମିଳିବ । ମହିଳାଙ୍କୁ ସଶକ୍ତ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ।

Share This Video


Download

  
Report form
RELATED VIDEOS