ଦେଓଗାଁରେ ନିର୍ମାଣାଧୀନ ଇଥାନଲ ପ୍ଲାଣ୍ଟ୍‌କୁ ବିରୋଧ, ଜନଜାଗରଣ ପଦଯାତ୍ରା କରି କାରଖାନା ବନ୍ଦ ଦାବି

ETVBHARAT 2025-10-15

Views 126

ସମ୍ବଲପୁର ଜିଲ୍ଲା ଦେଓଗାଁରେ ତିଆରି ହେଉଥିବା ଇଥାନଲ କାରଖାନାକୁ ସ୍ଥାନୀୟ ଲୋକ ବିରୋଧ କରିଛନ୍ତି । କାରଖାନାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବାକୁ ଦାବି କରିଛନ୍ତି ।

Share This Video


Download

  
Report form
RELATED VIDEOS