SI ଜାଲିଆତି ପଛରେ ଦୁଇ ମଡ୍ୟୁଲ-ବିଜୟନଗରମ ଏବଂ ଦୀଘା: ଗିରଫ ହେଲେଣି 123, ପୋଲିସ ସହ ଲୁଚକାଳି ଖେଳୁଛି ମୁଖ୍ୟ ଅଭିଯୁକ୍ତ ଶଙ୍କର

ETVBHARAT 2025-10-17

Views 0

SI ପରୀକ୍ଷା କେଳେଙ୍କାରୀ ମାମଲାରେ ଜଣେ ଯୁବତୀଙ୍କୁ ମିଶାଇ ପୁଣି 4 ଅଭିଯୁକ୍ତଙ୍କୁ ଆଜି ସକାଳୁ ଗିରଫ କରିଛି କ୍ରାଇମ ବ୍ରାଞ୍ଚ । ଏହାକୁ ମିଶାଇ ଗିରଫଙ୍କ ସଂଖ୍ୟା 123 ରେ ପହଞ୍ଚିଛି ।

Share This Video


Download

  
Report form
RELATED VIDEOS