ରେଢ଼ାଖୋଲରେ ପୁଣି ମୁଣ୍ଡ ଟେକିଲେ ଗଞ୍ଜେଇ ମାଫିଆ; ଲକ୍ଷ ଲକ୍ଷ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ, ଗଞ୍ଜେଇ ଚାଷ ପାଇଁ ରାଜ୍ୟ ବାହାରୁ ଆସୁଛି ଟଙ୍କା !

ETVBHARAT 2025-10-22

Views 13

ସମ୍ବଲପୁରରେ ବନବିଭାଗ ଓ ପୋଲିସ ବିଭାଗର ସହଯୋଗରେ 5 ଏକର ଜମିରେ ଚାଷ ହୋଇଥିବା ଗଞ୍ଜେଇ ଗଛ ନଷ୍ଟ କରାଯାଇଛି ।

Share This Video


Download

  
Report form
RELATED VIDEOS