ବିକ୍ରମ ପଣ୍ଡାଙ୍କ ଗିରଫ ପରେ ଗଞ୍ଜାମରେ ବିଜେଡିର ସ୍ଥିତି ଓ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ

ETVBHARAT 2025-10-25

Views 1

ଗଞ୍ଜାମରେ କ'ଣ ହେବ ବିଜେଡିର ଭବିଷ୍ୟତ। କେମିତି ସୁଦୃଢ ହେବ ଦଳ ? ବିଜେଡିକୁ ସୁଦୃଢ କରିବାକୁ ଅଣ୍ଟା ଭିଡିଥିବା ବିକ୍ରମ ଗିରଫ ହେବା ପରେ ଏବେ ଏମିତି ପ୍ରଶ୍ନ ସମସ୍ତଙ୍କ ମନରେ ।

Share This Video


Download

  
Report form
RELATED VIDEOS