ପଞ୍ଚୁକ ପ୍ରଥମ ଦିନରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଅସମ୍ଭାଳ ଭିଡ଼; ଠେଲାପେଲା, ବ୍ୟାରିକେଡ୍ ଠେଲି ଧସେଇ ପଶିଲେ ଭକ୍ତ

ETVBHARAT 2025-11-02

Views 8

ଭକ୍ତମାନେ ଭିଭିଆଇପିଙ୍କ ଯିବା ରାସ୍ତାରେ ଥିବା ବ୍ୟାରିକେଡ୍ କୁ ଠେଲି ଜୋର ଜବରଦସ୍ତ ପ୍ରବେଶ କରିଥିଲେ। ଫଳରେ ଠେଲା ପେଲା ସୃଷ୍ଟି ହୋଇଥିଲା।

Share This Video


Download

  
Report form
RELATED VIDEOS