ଭେଷଜ ନିର୍ଦ୍ଦେଶାଳୟ ପକ୍ଷରୁ ସ୍ପେଶାଲ ଡ୍ରାଇଭ ଆରମ୍ଭ, ନାନାଦି ଅବ୍ୟବସ୍ଥାରେ ରାଜଧାନୀର ଅନେକ ଔଷଧ ଦୋକାନ

ETVBHARAT 2025-11-04

Views 1

ସିରିପୁର ଓ ଅଶୋକ ନଗର ଅଞ୍ଚଳର ୯ଟି ଔଷଧ ଦୋକାନରେ ଅଧିକାରୀମାନେ ଯାଞ୍ଚ କରିଥିଲେ। କିଛି ଔଷଧ ଦୋକାନରେ ବିନା ଫାର୍ମାସିଷ୍ଟରେ ଔଷଧ ବିକ୍ରି ଚାଲିଥିଲା।

Share This Video


Download

  
Report form
RELATED VIDEOS