ନାହିଁ ନାହିଁର ଗାଁ 'ନେପାଳ' : ଦୁଃଖ ଶୁଣିଲେ ଜିଲ୍ଲାପାଳ, ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ETVBHARAT 2025-11-08

Views 7

ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର ଜଙ୍ଗଲ ଘେରା ଗାଁ ନେପାଳ । 30ଟି ପରିବାରରେ ମୋଟ ଲୋକସଂଖ୍ୟା 150 । ଗାଁକୁ ଅଛି ନା ପକ୍କା ରାସ୍ତା, ନା ଜଳୁଛି ବିଜୁଳି ବତି ।

Share This Video


Download

  
Report form
RELATED VIDEOS