କୋରାପୁଟ ପରେ କେନ୍ଦୁଝର : ବାଂଶପାଳରେ 50 ହେକ୍ଟର ଜମିରେ କଫି ଚାଷ, ଦୂର ହେବ ଦାଦନ ସମସ୍ୟା

ETVBHARAT 2025-11-11

Views 10

ଚା' ପରେ ଏବେ କେନ୍ଦୁଝରରେ କଫି ଚାଷ । ଓଡ଼ିଶା କଫି ମିଶନ ସହାୟତାରେ ବର୍ତ୍ତମାନ ସୁଦ୍ଧା 8 ହେକ୍ଟର ଜମିରେ ଲାଗି ସାରିଲାଣି 17000 କଫି ଚାରା ।

Share This Video


Download

  
Report form
RELATED VIDEOS