ଓଡ଼ିଶାରେ ଲାଗୁ ହେବ ଗୋଟିଏ ରାଜସ୍ବ ଆଇନ, ଜମିପଟ୍ଟା ସଂଶୋଧନ ପାଇଁ ହଇରାଣ ହେବେନି ଲୋକେ

ETVBHARAT 2025-11-13

Views 14

ଖୁବଶୀଘ୍ର ଓଡ଼ିଶା ରାଜସ୍ବ ଆଇନରେ ହେବ ସଂଶୋଧନ । ଓଡ଼ିଶା ଗଭର୍ମେଣ୍ଟ ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ ଖୁବଶୀଘ୍ର ଆସିବ । ସୂଚନା ଦେଲେ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ ।

Share This Video


Download

  
Report form
RELATED VIDEOS