ନୂଆପଡାରେ ଫୁଟିଲା ପଦ୍ମ, ବିଜୟ ପଛର କାରଣ କହିଲେ ପଞ୍ଚାୟତିରାଜ ମନ୍ତ୍ରୀ

ETVBHARAT 2025-11-14

Views 92

Nuapada by election 2025 ନୂଆପଡା: ନୂଆପଡାରେ ବିଜେପିର ବୃହତ ବିଜୟ । 83,748 ଭୋଟରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ଜିତାପଟ । ବିଜେପି ବମ୍ପର ବିଜୟ ହାସଲ କରିଥିବା ବେଳେ, ଆରମ୍ଭ ହୋଇଯାଇଛି ସେଲିବ୍ରେସନ । ରେକର୍ଡ ସଂଖ୍ୟକ ଭୋଟରେ ବିଜେପି ନୂଆପଡା ଆସନ ସିଟ୍‌ ଦଖଲ କରିବାକୁ ଯାଉଛି । ନୂଆପଡାରେ ବିଜେପି ଜିତିବା ପଛରେ କେଉଁ କେଉଁ ଫ୍ୟାକ୍ଟର କାମ ଦେଲା । ଅନୁକମ୍ପା ଭୋଟ୍ ନା ବିଜେପି ସରକାରର ସଫଳତା । ଏନେଇ ଇଟିଭି ଭାରତ, ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାଇକଙ୍କ ସହ ସ୍ବତନ୍ତ୍ର ଆଲୋଚନା କରିଛନ୍ତି । ବିଜେପି ବିଜୟ ଲାଭ ପଛର ପ୍ରମୁଖ ଫ୍ୟାକ୍ଟର କହିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ । ଦେଖନ୍ତୁ ଏହି ସ୍ବତନ୍ତ୍ର ସାକ୍ଷାତକାର ...

ଏହା ମଧ୍ୟ ପଢନ୍ତୁ:

ଲାଇଭ Nuapada Result: 65 ହଜାର ଭୋଟ ଆଗରେ ଜୟ, ସ୍ନେହାଙ୍ଗିନୀଙ୍କୁ ପଛରେ ପକାଇଲେ ଘାସିରାମNUAPADA RESULT: ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ବଡ଼ ବୟାନ

ଇଟିଭି ଭାରତ, ନୂଆପଡା 

Share This Video


Download

  
Report form
RELATED VIDEOS