ବାଲିଯାତ୍ରାର ରେକର୍ଡ଼: 9 ଦିନରେ ହେଲା 400 କୋଟିର ବେପାର, 60 ଲକ୍ଷରୁ ଅଧିକ ଲୋକଙ୍କ ସମାବେଶ

ETVBHARAT 2025-11-14

Views 4

ଏଥର ବାଲିଯାତ୍ରାରେ ଭଲ ବେପାର ହୋଇଛି । ସବୁଠାରୁ ଭଲ ହୋଇଛି ପଲ୍ଲିଶ୍ରୀ ମେଳାରେ । ଦହିବରା ବ୍ୟବସାୟୀଙ୍କୁୁ ତଳପଡିଆ ଦିଆଯାଇଥିବାରୁ ଭଲବେପାର ହେଲାନି ବୋଲି କହି ଅସନ୍ତୋଷ ପ୍ରକାଶ କରିଛନ୍ତି । ।

Share This Video


Download

  
Report form
RELATED VIDEOS