ସାଉଦି ଆରବରେ ଜଳିଗଲା ବସ୍‌, 45 ଭାରତୀୟ ଜୀବନ୍ତ ଦଗ୍ଧ, 28 ମହିଳା ଓ 10 ଶିଶୁ ମୃତ

ETVBHARAT 2025-11-17

Views 6

ଯାତ୍ରୀବାହୀ ବସ ସାଉଦି ଆରବ ମକ୍କାରୁ ମଦିନା ଯାଉଥିଲା । ଅଧିକାଂଶ ତୀର୍ଥଯାତ୍ରୀ ତେଲେଙ୍ଗାନା ହାଇଦ୍ରାବାଦର ହୋଇଥିବା ପ୍ରାଥମିକ ଭାବେ ଜଣାପଡ଼ିଛି । ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ।

Share This Video


Download

  
Report form
RELATED VIDEOS