ହ୍ୟୁମାନ ସାଗରଙ୍କୁ ଭେଟିଲେ ସ୍ତ୍ରୀ ଶ୍ରୀୟା, କହିଲେ ''ଭଗବାନ ବଞ୍ଚାଇଦେବେ...''

ETVBHARAT 2025-11-17

Views 14

ଭେଣ୍ଟିଲେଟରରେ ହ୍ୟୁମାନ ସାଗର । ଜୀବନ ମରଣ ସହ କରୁଛନ୍ତି ସଂଘର୍ଷ । ଗାୟକଙ୍କୁ ଭେଟିଲେ ସ୍ତ୍ରୀ ଶ୍ରୀୟା ମିଶ୍ର । କହିଲେ ''ସମସ୍ତ ଚେଷ୍ଟା ଜାରି ରହିଛି । ଶୀଘ୍ର ହୋଇଯାଆନ୍ତୁ ସୁସ୍ଥ।''

Share This Video


Download

  
Report form
RELATED VIDEOS