ସ୍ବପ୍ନ ଦେଖ ପ୍ରୟାସ କର, ଚନ୍ଦ୍ରକୁ ଯିବା ସପନ ବି ସତ ହେବ: ମହାକାଶଚାରୀ ଶୁଭାଂଶୁ ଶୁକ୍ଳା

ETVBHARAT 2025-11-26

Views 11

ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଭୁବନେଶ୍ବରରେ ପହଞ୍ଚିଛନ୍ତି ନିକଟରେ ମହାକାଶରୁ ଫେରିଥିବା ମହାକାଶଚାରୀ ଶୁଭାଂଶୁ ଶୁକ୍ଳା । ପିଲାଙ୍କ ସହ ବାଣ୍ଟିଲେ ଅନୁଭୂତି ।

Share This Video


Download

  
Report form
RELATED VIDEOS