ବାପୁଜୀ ନଗର ବସ୍ତିରେ ବ୍ୟାପୁଛି ଝାଡାବାନ୍ତି: 10ରୁ ଊର୍ଦ୍ଧ୍ବ ଆକ୍ରାନ୍ତ, ସ୍ବାସ୍ଥ୍ୟ ଟିମର ତନାଘନା

ETVBHARAT 2025-11-28

Views 103

ବୌଦ୍ଧ ଜିଲ୍ଲା ସଦର ମହକୁମାରେ ଡରାଉଛି ଡାଇରିଆ । 4 ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ସ୍ବାସ୍ଥ୍ୟ ବିଭାଗ ଟିମ କହିଲା ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ।

Share This Video


Download

  
Report form
RELATED VIDEOS