ଧାନ ସଂଗ୍ରହ ଆରମ୍ଭରୁ କେଁ: ମନା କଲେ ମିଲର, ମଣ୍ଡିରୁ ଉଠିଲାନି ଧାନ

ETVBHARAT 2025-11-28

Views 14

ସମ୍ବଲପୁରରେ ପ୍ରଥମ ଦିନରେ ଫେଲ ମାରିଲା ଧାନ ସଂଗ୍ରହ ପ୍ରକ୍ରିୟା । ମଣ୍ଡିରେ ପଡି ରହିଲା ଚାଷୀଙ୍କ ଧାନ । ମିଲରଙ୍କ ନିୟନ୍ତ୍ରଣରେ ଧାନ କ୍ରୟ ବ୍ୟବସ୍ଥା ବୋଲି କହିଲେ ଚାଷୀ l

Share This Video


Download

  
Report form
RELATED VIDEOS