ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ପ୍ରସଙ୍ଗ; ମିଳୁନି ଜଙ୍ଗଲ ଓ ପରିବେଶ ବିଭାଗ ଅନୁମତି

ETVBHARAT 2025-11-30

Views 2

ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣକୁ ନେଇ ଆଶା ଆଶଙ୍କା। ମିଳୁନି ଜଙ୍ଗଲ ଓ ପରିବେଶ ବିଭାଗ ଅନୁମତି। ପୁରୀ ବନଖଣ୍ଡ ଅଧିକାରୀ କହିଲେ, ପ୍ରକଳ୍ପ ହେବ କି ନାହିଁ ସରକାର ନିଷ୍ପତ୍ତି ନେବେ।

Share This Video


Download

  
Report form
RELATED VIDEOS