ରାଜସ୍ଥାନରେ ଓଡ଼ିଆ ଝିଅ ପ୍ରତ୍ୟାଶାଙ୍କ କମାଲ: ଖେଲୋ ଇଣ୍ଡିଆ ୟୁନିଭର୍ସିଟି-2025 ରେ ହାତେଇଲେ ପାଞ୍ଚ ମେଡାଲ

ETVBHARAT 2025-12-02

Views 4

ପାଞ୍ଚୋଟି ଇଭେଣ୍ଟରେ ଭାଗ ନେଇ ସବୁଥିରେ ମେଡାଲ ଜିତିଛନ୍ତି ପ୍ରତ୍ୟାଶା l ସେହିପରି ପୂର୍ବ ସଂସ୍କରଣରେ 6ଟି ଇଭେଣ୍ଟରେ ଖେଳି 6 ଟି ମେଡାଲ ଆଣିଥିଲେ l

Share This Video


Download

  
Report form
RELATED VIDEOS