ଓଡ଼ିଶାରେ ବଢିଛି ଅପରାଧ ହାର: ଆଇନଶୃଙ୍ଖଳା ସ୍ଥିତିକୁ ନେଇ ସରକାରଙ୍କୁ ଘେରିଲେ କଂଗ୍ରେସ ଓ ବିଜେଡି

ETVBHARAT 2025-12-08

Views 2

୨୦୨୪ ରେ ଓଡ଼ିଶାରେ ଅପରାଧ ହାର ସାମାନ୍ୟ ବୃଦ୍ଧି ଘଟିଛି ।  ୨୦୨୩ରେ ୧,୯୯,୯୫୪ ଅପରାଧିକ ମାମଲା ପଞ୍ଜିକୃତ ହୋଇଥିବା ବେଳେ ୨୦୨୪ରେ  ୨, ୧୪,୧୧୩ଟି ଅପରାଧିକ ମାମଲା ପଞ୍ଜୀକୃତ ହୋଇଛି।

Share This Video


Download

  
Report form
RELATED VIDEOS