ଯୌତୁକ ନିର୍ଯାତନା କାହାଣୀ ନେଇ ଆସୁଛି 'ମୋଟରସାଇକେଲ୍', ଏହି ଦିନ ରିଲିଜ

ETVBHARAT 2025-12-10

Views 1

ଖୁବଶୀଘ୍ର ପରଦାକୁ ଆସିବାକୁ ଯାଉଛି ଓଡ଼ିଆ ଫିଲ୍ମ 'ମୋଟରସାଇକେଲ୍' । ଯୌତୁକ ନିର୍ଯାତନାକୁ ନେଇ ନିଆରା କାହାଣୀ ଦେଖିବେ ଦର୍ଶକ । କେବେ ରିଲିଜ ?ଜାଣନ୍ତୁ,

Share This Video


Download

  
Report form
RELATED VIDEOS