ଦୁଇ ଦଶନ୍ଧି ପରେ ଜୀବନରେ 'ୟୁ' ଟର୍ଣ୍ଣ; ଏମ୍ସ ଡାକ୍ତରଙ୍କ ସଫଳ ଅସ୍ତ୍ରୋପଚାର, ଅଣ୍ଟା ସଳଖି ଚାଲିଲେ ଯୁବକ

ETVBHARAT 2025-12-11

Views 6

ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ ରୋଗରେ ପୀଡ଼ିତ ଥିଲେ କେନ୍ଦ୍ରାପଡ଼ାର ବିଶ୍ୱ ଭୂଷଣ ରାଉତ । ତିନିଟି ଜଟିଳ ଅସ୍ତ୍ରୋପଚାର ପରେ, ସେ ଏକ ନୂତନ ଜୀବନ ଲାଭ କରିଛନ୍ତି ।

Share This Video


Download

  
Report form
RELATED VIDEOS