ସଡକ ଦୁର୍ଘଟଣାରେ ବାପାଙ୍କ ବିୟୋଗ ପରେ ପୁଅ ପ୍ରସ୍ତୁତ କଲେ ସ୍ମାର୍ଟ ହେଲିମେଟ୍; ହେଲିମେଟ୍ ନ ପିନ୍ଧିଲେ ଗଡିବନି ଗାଡି

ETVBHARAT 2025-12-15

Views 358

ହେଲମେଟ ପିନ୍ଧିଥିଲେ ଦୁର୍ଘଟଣା ହେଲେବି ଜୀବନ ସୁରକ୍ଷିତ ରହିବାର ଯଥେଷ୍ଟ ସମ୍ଭାବନା ରହିଛି । ଅନେକ ବେପରୁଆ ଚାଳକଙ୍କର ଏଥିପ୍ରତି ନିଘା ନାହିଁ । ଏମାନଙ୍କ ସୁରକ୍ଷା ଚିନ୍ତା କରିଛନ୍ତି ସ୍କୁଲଛାତ୍ର କୁମାରଅମିତ ।

Share This Video


Download

  
Report form
RELATED VIDEOS