ଅନ୍ଧବିଶ୍ୱାସର କରୁଣ ପରିଣତି: ଗୁଣିଆ ପରାମର୍ଶ ଅନୁଯା଼ୟୀ ମାଟି ଖୋଳୁଥିଲେ, ସେହି ମାଟି ତଳେ ଚାଲିଗଲା ଜୀବନ

ETVBHARAT 2025-12-17

Views 3

ଗୁଣିଆଙ୍କୁ ମାସେ ତଳେ ଯୋଗାଯୋଗ କରିଥିଲେ ଜଗବନ୍ଧୁ  । ଗୁଣିଆର ପରାମର୍ଶ ଅନୁସାରେ ପାଳକଣାସ୍ଥିତ ଘରେ ପୋତି ହୋଇ ରହିଥିବା ହାଡ଼ ବାହାର କରିବା ପାଇଁ ମାଟି ଖୋଳୁଥିଲେ । ଧସିଗଲା ମାଟି ।

Share This Video


Download

  
Report form
RELATED VIDEOS