ହାଡ଼ଭଙ୍ଗା ଶୀତରେ ତଳେ ଶୋଉଛନ୍ତି ଛାତ୍ର: ଖତ ଖାଉଛି ଖଟ, ଗଦି, ବିଛଣା

ETVBHARAT 2025-12-17

Views 11

ସରକାରଙ୍କ ପକ୍ଷରୁ ଖଟ, ଶେଜ ଓ ୱାସିଂ ମେସିନ ସବୁ କିଛି ଯୋଗାଇ ଦିଆଯାଇଛି । ହେଲେ ସ୍ଥାନ ଅଭାବରୁ ସେଗୁଡିକ ଅବ୍ୟବହୃତ ହୋଇ ପଡ଼ିରହିଛି ।

Share This Video


Download

  
Report form
RELATED VIDEOS