‘ଆସନ୍ତୁ ଓଡ଼ିଶାରେ ନିବେଶ କରନ୍ତୁ’, ନିବେଶକଙ୍କୁ ଆହ୍ବାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ETVBHARAT 2025-12-19

Views 1

ହାଇଦ୍ରାବାଦ ନିବେଶକ ସମ୍ମିଳନୀରେ 67 ହଜାର କୋଟି ନିବେଶ ଟାଣିଲା ଓଡ଼ିଶା । ସୃଷ୍ଟି ହେବ 56 ହଜାର ନିଯୁକ୍ତି । ବିଭିନ୍ନ ଉଦ୍ୟୋଗୀଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ।

Share This Video


Download

  
Report form
RELATED VIDEOS