କଟକରେ ହେବ 71ତମ ସିନିୟର ଜାତୀୟ କବବାଡି ଚମ୍ପିଆନସିପ, ଭାଗ ନେବେ 35ଟି ଟିମ

ETVBHARAT 2025-01-12

Views 0

ଓଡ଼ିଶାରେ ପ୍ରଥମଥର କଟକରେ ହେବ 71ତମ ସିନିୟର ଜାତୀୟ କବବାଡି ପ୍ରତିଯୋଗିତା । ଭାଗ ନେବେ 35ଟି ଟିମ୍‌ । ଉଦ୍‌ଘାଟନୀ ଉତ୍ସବରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ।

Share This Video


Download

  
Report form
RELATED VIDEOS