ମାଆ କରୁଛନ୍ତି କୁଲି କାମ, ପୁଅ ଖୋ ଖୋରେ ଭାରତକୁ କରାଇଲା ବିଶ୍ବ ବିଜୟୀ

ETVBHARAT 2025-01-21

Views 4

ଭାରତୀୟ ପୁରୁଷ ଖୋ ଖୋ ଦଳରେ ଓଡ଼ିଆ ପୁଅ ପାବନୀ ଶବର । ବିଶ୍ବକପ ଜିତି ଓଡ଼ିଶା ପାଇଁ ଗର୍ବ ଆଣିଲେ । ପୁଅର ସଫଳତାକୁ ନେଇ ପରିବାରରେ ଖୁସିର ଲହରୀ ।

Share This Video


Download

  
Report form
RELATED VIDEOS