ଆତ୍ମନିର୍ଭର କରିଛି ହସ୍ତକଳା, ଟ୍ରେନିଂ ପରେ ଉଲ୍ କାର୍ପେଟ ତିଆରି କରୁଛନ୍ତି 15 ମହିଳା, ବ୍ୟାଙ୍କ ଋଣକୁ ଅପେକ୍ଷା

ETVBHARAT 2025-12-01

Views 10

କେନ୍ଦ୍ରାପଡ଼ା ରାଏସର ଗାଁର 15 ମହିଳା ପଶମ ଗାଲିଚା (Woolen Carpet) ତିଆରି କରୁଛନ୍ତି । ଗୋଟିଏ କାର୍ପେଟ ମୂଲ୍ୟ 2000ରୁ ଆରମ୍ଭ ହୋଇ 15000 ଟଙ୍କା ପର୍ଯ୍ୟନ୍ତ ରହିଛି ।

Share This Video


Download

  
Report form
RELATED VIDEOS