ଜଙ୍ଗଲ ସୃଷ୍ଟିରେ ବେଙ୍ଗଲତା : ସମୁଦ୍ର ଆଁରୁ ଗାଁକୁ କରୁଛନ୍ତି ରକ୍ଷା, ୨୫ ବର୍ଷ ଧରି ଲଗାଉଛନ୍ତି ଗଛ

ETVBHARAT 2025-04-18

Views 1

ସମୁଦ୍ରର ଲୁଣା ପବନ ଓ ଢେଉ ମାଡ଼ରୁ ଗାଁକୁ ରକ୍ଷା କରିବାକୁ ଜଙ୍ଗଲ ସୃଷ୍ଟି କରି ଚାଲିଛନ୍ତି ପୁରୀ ତଣ୍ଡାହରର ବେଙ୍ଗଲତା ରାଉତ । ବିରଞ୍ଜନ ମଲ୍ଲିକଙ୍କ ରିପୋର୍ଟ ।

Share This Video


Download

  
Report form
RELATED VIDEOS