ପାଞ୍ଚ ପିଢ଼ି ଧରି ତିଆରି କରୁଛନ୍ତି ସରସତିଆ , କେବେ ମିଳିବ ଜିଆଇ ଟ୍ୟାଗ ?

ETVBHARAT 2025-05-29

Views 18

ସମ୍ବଲପୁରର ଲୋକପ୍ରିୟ ମିଠା ସରସତିଆ । 160 ବର୍ଷ ଧରି ପ୍ରସ୍ତୁତି କରୁଛନ୍ତି ଗୋଟିଏ ପରିବାର । ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣାଙ୍କ ରିପୋର୍ଟ ।

Share This Video


Download

  
Report form
RELATED VIDEOS