ପିଲା ଚୋର କିନ୍ନରକୁ ଧରିଲେ କିନ୍ନର; 5 ବର୍ଷର ଶିଶୁ କନ୍ୟା ଉଦ୍ଧାର, ପୋଲିସ ହାତରେ ଅଭିଯୁକ୍ତ

ETVBHARAT 2025-04-20

Views 3

ଚୋରି କରିଥିବା କିନ୍ନରକୁ ଶିଶୁ ସହ ମାଡ଼ି ବସିଲେ ଅନ୍ୟ କିନ୍ନର । ଯାଜପୁର ରୋଡ୍‌ ଅଞ୍ଚଳରେ ଧରା ପଡିଲା ଅଭିଯୁକ୍ତ ।

Share This Video


Download

  
Report form
RELATED VIDEOS