ସମ୍ବଲପୁର ମଣପୁରମ ଡକାୟତି ମାମଲା; ୨ ଅଭିଯୁକ୍ତ ଗିରଫ, ଜଣକୁ ୩ ଦିନିଆ ରିମାଣ୍ଡରେ ନେଲା ପୋଲିସ

ETVBHARAT 2025-01-17

Views 0

ସମ୍ବଲପୁର ମଣପୁରମ ଡକାୟତି ମାମଲାରେ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଜଣଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛି ପୋଲିସ ।

Share This Video


Download

  
Report form
RELATED VIDEOS