ଭାଙ୍ଗିଥିଲେ ନବୀନ, ଗଢିବେ ମୋହନ; ଆଇନ ମନ୍ତ୍ରୀଙ୍କ ବଡ ଘୋଷଣା

ETVBHARAT 2025-05-23

Views 21

ପରିକ୍ରମା ପ୍ରକଳ୍ପ ବେଳେ ଭଙ୍ଗା ଯାଇଥିଲା ମଠ ଓ ମନ୍ଦିରର ପୁନର୍ବାସ କରିବେ ମୋହନ ସରକାର । ମଠ ଗୁଡିକର ବିଜେସ୍ଥଳୀ ସ୍ଥାପିତ କରିବା ପାଇଁ ପୁରୀ ସହରରେ ଚିହ୍ନଟ ହୋଇଛି ଜାଗା ।

Share This Video


Download

  
Report form
RELATED VIDEOS