ଏଥର କରୋଡପତି ହେବେ ଲକ୍ଷପତି ଦିଦି, ‘ମହିଳା ଶସକ୍ତିକରଣରେ ଓଡ଼ିଶା ମଡେଲ’

ETVBHARAT 2025-05-29

Views 2

ଭୁବନେଶ୍ବରରେ ଆୟୋଜିତ ହେଲା 'ଲକ୍ଷପତି ଦିଦି ସମ୍ମିଳନୀ 2025 '। ସାମିଲ ହେଲେ 25ଟି ରାଜ୍ୟର ଲକ୍ଷପତି ଦିଦି । ଲକ୍ଷପତି ଦିଦି କରୋଡ଼ପତି ଦିଦି ଆଖ୍ୟା ପାଇବେ ବୋଲି କହିଲେ ଉପମୁଖ୍ଯମନ୍ତ୍ରୀ ।

Share This Video


Download

  
Report form
RELATED VIDEOS