ଡାଇରିଆରେ 5 ମୃତ 800ରୁ ଊର୍ଦ୍ଧ୍ବ ଆକ୍ରାନ୍ତ, ଯାଜପୁରରେ WHO ଟିମ୍‌

ETVBHARAT 2025-06-12

Views 9

ଯାଜପୁର ଜିଲ୍ଲାରେ ଝାଡାବାନ୍ତି ଯୋଗୁଁ ବିଭିନ୍ନ ଅଞ୍ଚଳରେ 5 ଜଣଙ୍କ ମୃତ୍ୟୁ । 800ରୁ ଊର୍ଦ୍ଧ୍ବ ଆକ୍ରାନ୍ତ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଯାଞ୍ଚ ଆରମ୍ଭ ।

Share This Video


Download

  
Report form
RELATED VIDEOS