ଭକ୍ତ ପାଇଲେ ଆଡପ ଅବଢା, ଏଥର ଜୈବିକ ଚାଉଳରେ ପ୍ରସ୍ତୁତ

ETVBHARAT 2025-06-30

Views 5

ଗୁଣ୍ଡିଚା ମନ୍ଦିରରୁ ବାହାରିଲା ପ୍ରଥମ ଆଡ଼ପ ଅବଢ଼ା । ଆଡ଼ପ ଅବଢ଼ା ପାଇ ଭକ୍ତ ହେଲେ ଆନନ୍ଦିତ । ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ।

Share This Video


Download

  
Report form
RELATED VIDEOS