ପୁରୀ ପରେ ଖୋର୍ଦ୍ଧା ଜଙ୍କିଆରେ ବାର୍ଡ ଫ୍ଲୁ ଚିହ୍ନଟ, ଦିନକରେ 4507 କୁକୁଡ଼ା ମରାଗଲା

ETVBHARAT 2025-07-25

Views 3

ଜଙ୍କିଆର ମୁଣ୍ଡାଆମ୍ବ ଅଞ୍ଚଳରେ ଥିବା ଏକ କୁକୁଡ଼ା ଫାର୍ମରେ କୁକୁଡ଼ା ମରାଯିବା ସହ ଫାର୍ମରେ ଥିବା 16ଶହ କେଜି କୁକୁଡ଼ା ଦାନାକୁ ନଷ୍ଟ କରାଯାଇଛି ।

Share This Video


Download

  
Report form
RELATED VIDEOS