କେତେ ସୁରକ୍ଷିତ ପୁରୀ ବେଳାଭୂମି, 10 ବର୍ଷରେ ନେଲାଣି 67 ମୁଣ୍ଡ

ETVBHARAT 2025-08-16

Views 7

ପୁରୀ ସମୁଦ୍ରରେ ସ୍ନାନ ବେଳେ ପର୍ଯ୍ୟଟକଙ୍କ ମୃତ୍ୟୁରେ ଲାଗୁନି ବ୍ରେକ । 4 ବର୍ଷରେ 1159 ଜଣ ବୁଡ଼ି ଯାଉଥିବା ବେଳେ, ଉଦ୍ଧାର କରିଛି ଲାଇଫ ଗାର୍ଡ ।

Share This Video


Download

  
Report form
RELATED VIDEOS