ପୁଣି ଅନଲାଇନରେ ବିକ୍ରି ହେଲା ମହାପ୍ରସାଦ, ଶ୍ରୀମନ୍ଦିର ପ୍ରଶାସନ କଟକଣାକୁ ବେଖାତିର

ETVBHARAT 2025-08-11

Views 11

ବେଆଇନ ଭାବେ ଅନଲାଇନରେ ବିକ୍ରି ହେଉଛି ଶ୍ରୀମନ୍ଦିର ମହାପ୍ରସାଦ । ମହାପ୍ରସାଦର ଗାରିମା, ମର୍ଯ୍ୟାଦା ନଷ୍ଟ ହେଉଥିବା କହି କାର୍ଯ୍ୟାନୁଷ୍ଠାନ ଦାବି କଲେ ସେବାୟତ ।

Share This Video


Download

  
Report form
RELATED VIDEOS