ପୁଣି ସୃଷ୍ଟି ହେଲା ଲଘୁଚାପ: 24ରେ ଅବପାତ, ଉପକୂଳ ଓଡ଼ିଶାରେ ହୋଇପାରେ ବର୍ଷା

ETVBHARAT 2025-11-22

Views 1

ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି । 24ରେ ଅବପାତ ଏବଂ ପରେ ବାତ୍ୟା ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗର ଆକଳନ।

Share This Video


Download

  
Report form
RELATED VIDEOS