ମହାପ୍ରଭୁଙ୍କ ଦର୍ଶନ ନାମରେ ବେଆଇନ ଟଙ୍କା ଆଦାୟ, ଗିରଫ ହେଲେ 12 ଅଣ ସେବାୟତ

ETVBHARAT 2025-08-11

Views 6

ଶ୍ରୀମନ୍ଦିରରେ ଦର୍ଶନ ନାମରେ ଭକ୍ତଙ୍କ ଠାରୁ ବେଆଇନ ଭାବେ ଟଙ୍କା ଆଦାୟ ଅଭିଯୋଗ । ୧୨ ଜଣ ଅଣ ସେବାୟତ ଗିରଫ କଲା ପୋଲିସ ।

Share This Video


Download

  
Report form
RELATED VIDEOS