ପୁରୀ ସ୍ବର୍ଗଦ୍ୱାରରେ ଚମତ୍କାର; ଶବ ହୋଇ ଆସିଥିବା ବୃଦ୍ଧା ଫେରିଲେ ଜୀବନ୍ତ

ETVBHARAT 2025-09-15

Views 8

ସ୍ବର୍ଗଦ୍ୱାରର କର୍ମଚାରୀମାନେ ଶବ ପାଖକୁ ଯାଇଥିଲେ ଓ ସେଠାରେ ଦେଖିଲେ ବୃଦ୍ଧା ଜଣଙ୍କ ଜୀବିତ ଅଛନ୍ତି। ଏହାପରେ ବୃଦ୍ଧାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ।

Share This Video


Download

  
Report form
RELATED VIDEOS