Rain Alert: ପୁଣି ଏକ ଲଘୁଚାପ, ୩ ଦିନ ପ୍ରବଳ ବର୍ଷିବ, ରେଡ୍ ଆଲର୍ଟ ଜାରି

ETVBHARAT 2025-08-17

Views 0

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି । ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ଏହି ସବୁ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି ।

Share This Video


Download

  
Report form
RELATED VIDEOS