ଓଡ଼ିଶାର ପିଛା ଛାଡ଼ୁନି ଲଘୁଚାପ; ୯ ଅକ୍ଟୋବରରେ ଆସୁଛି ପୁଣି ଏକ ଲଘୁଚାପ

ETVBHARAT 2025-10-04

Views 4

ଏପଟେ ଲଘୁଚାପ ପ୍ରଭାବରେ ଆହୁରି ୩ ଦିନ ବର୍ଷା, ୨୦ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ଚେତାବନୀ। ତେଣେ ଆରବ ସାଗରରେ ବଳ ଗୋଟାଉଛି ବାତ୍ୟା 'ଶକ୍ତି'।

Share This Video


Download

  
Report form
RELATED VIDEOS