ମୂର୍ତ୍ତିକାରଙ୍କ ଗାଁ କାକରୁଦ୍ରପୁର, ମିଳୁନି ମୂର୍ତ୍ତି ପାଇଁ ମାଟି ଓ କଷ୍ଟର ମୂଲ

ETVBHARAT 2025-08-23

Views 115

ଗଣେଶ ମୂର୍ତ୍ତି ପାଇଁ ବେଶ ପରିଚିତ ଖୋର୍ଦ୍ଧା ଜିଲ୍ଲା କାକରୁଦ୍ରପୁର ଗାଁ ।‌ କଞ୍ଚା ମାଟିକୁ ଜୀବନ ଦିଅନ୍ତି କାରିଗର । କ'ଣ ରହିଛି ସେମାନଙ୍କ ସମସ୍ୟା ।

Share This Video


Download

  
Report form
RELATED VIDEOS