70 କେଜି ଚକୋଲେଟରେ ମୋଦିଙ୍କ ଅବିକଳ ପ୍ରତିମୂର୍ତ୍ତି, ଜନ୍ମଦିନ ପାଇଁ ନିଆରା ଶୁଭେଚ୍ଛା

ETVBHARAT 2025-08-24

Views 22

ବେକିଂ ଆଣ୍ଡ ପେଷ୍ଟ୍ରି ଆର୍ଟର ଡିପ୍ଲମା ଛାତ୍ରଛାତ୍ରୀ ଏହାକୁ ତିଆରି କରିଛନ୍ତି । ଯେଉଁଥିରେ 55 କେଜିର ଡାର୍କ ଓ 15 କେଜିର ହ୍ବାଇଟ ଚକୋଲେଟ ବ୍ୟବହାର ହୋଇଛି ।

Share This Video


Download

  
Report form
RELATED VIDEOS